Recherche
  • Recherche
  • Mes Storyboards

Unknown Story

Créer un Story-board
Copiez ce storyboard
Unknown Story
Storyboard That

Créez votre propre story- board

Essayez-le gratuitement !

Créez votre propre story- board

Essayez-le gratuitement !

Texte du Storyboard

  • ଇରେ ହେଇ! ୟେ କି ପାରିବା? ଗାଜର ଟା ପାଣି ଚୋବେଇଲା ପରିକା ଲାଗୁଛି!
  • ୟେ ଜେଜେମା କଣ କହୁଛନ୍ତି? ଆମେ ତ ଏମତି ହି ଗାଜର ଖାଇଛୁ...
  • ଆଃ ! କି ସ୍ବାଦ ତାର ! ଘରକୁ ନେଇକି ଆସିଲା ମାତ୍ରେ ଯଉ ବାସ୍ନା ! କିଛି କୀଟନାଶକ ନାହି କିଛି ନାହି !
  • ଆମ ସମୟରେ ଆମେ ଅଧିକାଂଶ ପନି ପରିବା ନିଜେ ଚାଷ କରୁଠିଲୁ । ଯାହା ଚାଷ ହେଉନଥିଲା ତାହା ଆମେ ପାଖ ବଜାରରୁ ଯାଇ ଅଣୁଥିଲୁ । କିନ୍ତୁ ସେଇଗୁଡିକ ଭି ବହୁତ ସତେଜ ଥିଲା ।
  • ଜେଜେମା ତାହେଲେ ଏମତି ଏବେ କାହିଁକି ହେଇଯାଇଛି? ଆମେ ଭି ତାହେଲେ ଚାଷ କରିବା ଆରମ୍ଭ କରିବା କି?
  • ଏହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତନ । ଏହା ଦ୍ବାରା ପନି ପରିବା ଚାଷ ଭଲ ଭାବରେ ହେଇପାରୁନାହୀ । ଫସଲ କୁ ରୋକିବା ପାଇଁ ରାସାୟନିକ ପଦାର୍ଥ ର ନିରନ୍ତର ବ୍ୟବହାର ଦ୍ବାରା ପନି ପରିବା ଗୁଡିକ ଜଲ୍ଦି ପାଚି ଯାଉଛନ୍ତି ଏବଂ ତାଙ୍କ ରଙ୍ଗ ଓ ଚିକ୍କଣ ମଧ୍ୟ ବଢୁଛି । ଏହା ଖାଦ୍ୟ କୁ ଭି ବିଷାକ୍ତ କରିଥାଏ ।
  • ଆଜିକାଲି ସବୁ ପନିପରିବ ରେ ଅତ୍ୟଧିକ ଭାବରେ ହାନିକାରକ କୀଟନାଶକ ବ୍ୟବହାର କରାଯାଉଛି ଯାହା ତାର ସ୍ବାଦ ଏବଂ ସାମଗ୍ରିକ ପୁଷ୍ଟିକର ମୂଲ୍ୟକୁ ହ୍ରାସ କରିଥାଏ ।
  • ଆମ ଖାଇବା ରେ ନିତ୍ୟଦିନ ବ୍ୟବହାର ପାଇଁ ଯେଉଁ ଗୁଳ୍ମ , ପନିପରିବା ଯାହା ଘରେ ବଧିପରିବେ, ତାର ଏକ ଛୋଟୋ ବଗିଚା କୁ, କିଚେନ ଗାର୍ଡନ୍ ବୋଲି କହୁଛନ୍ତି ।
  • ଗ୍ରାମୀଣ ଅଞ୍ଚଳରେ ଚାଷ କରିବା ବେଶ ସହଜ କିନ୍ତୁ ସହରରେ ତାହା କରିବା ପାଇଁ ନା ଜାଗା ଅଛି ନା ସମୟ । କିନ୍ତୁ ଆମେ ଆମ ବଳ ରେ , ଘରେ ଏକ ଛୋଟୋ 'କିଚେନ ଗାର୍ଡନ୍' ଟିଏ କରିପାରିବ ।
  • 'କିଚେନ.. ଗାର୍ଡନ୍.. ' ମାନେ କଣ ଜେଜେମା ?
  • ଆଗ କଳାରେ ଆମେ ଋତୁ ହିସାବ ରେ ପନି ପରିବା ଖାଉଥିଲୁ । ଆଜିକାଲି ତ ଆମ୍ବ ତୁମେ ଶୀତ ଦିନେ ଭି ପାଇବ ।
  • ଏଇ ସବୁ ଜିନିଷ ପାଇଁ ପିଲାମାନେ, ତୁମେ ଯେତେ ସମ୍ଭବ ଆମ ପୃଥିବୀ ର ଭଲ ପାଇଁ କାମ କରିବା ଆବଶ୍ୟକ ।
  • ଆଜ୍ଞାନ ଜେଜେମା! ଆମର ଭବିଷ୍ୟତ ପାଇଁ ଆମେ ଜଳବାୟୁ ପରିବର୍ଥନ ସହିତ ମୁକାବିଲା କରିବା ।
Plus de 30 millions de storyboards créés